କମଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଞ୍ଚା
ଉଚ୍ଚାରଣ: Kamaṅchā
कमनचा

ବୈଦେ. ବି (ଫା. କମାନଚା) —

ବଢ଼େଇଙ୍କର ଧନୁରାକାର ଯନ୍ତ୍ର; ୟହିଁରେ ବନ୍ଧା ହୋଇଥିବା ଦଉଡ଼ାରେ ଭଅଁରକୁ ଘୁରାନ୍ତି — A carpenter's bow-shaped instrument used in turning a drill.