କମଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଣ
ଉଚ୍ଚାରଣ: Kamaṇa
চষ काशमकारी

ଦେ. ବି. (ସଂ. କର୍ମ) —

୧: ପୁନଃପୁନଃ ଚାଷ ବା ହଳ କରିବା —୧. Repeated ploughing of a field.

୨: କୃଷିକର୍ମ — ୨. Ploughing; agriculture.

ଦେ. ବିଣ. —

ଉତ୍ତମରୂପେ ପୁନଃପୁନଃ ଚାଷ ହୋଇଥିବା (ଭୂମି) — Thoroughly cultivated or broken (land).