କମନୀୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମନୀୟ
ଉଚ୍ଚାରଣ: Kamanīya
(କମନୀୟା—ସ୍ତ୍ରୀ)

ସଂ. ବିଣ. (କମ୍ ଧାତୁ=ଇଚ୍ଛା କରିବା+କର୍ମ. ଅନୀୟ; ୟାହାକୁ ଲଭିବାକୁ ମନୁଷ୍ୟ ସ୍ପୃହା କରେ) —

୧: ସୁନ୍ଦର; ମନୋହର —୧. Pleasing; beautiful lovely; charming.

୨: ଅଭିଳଷଣୀୟ — ୨. Desirable.

୩: ସ୍ପୃହଣୀୟ —୩. Coveted.