କମଳଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳଜ
ଉଚ୍ଚାରଣ: Kamaḻaja

ସଂ. ବି —

୧: (କମଳ=ଜଳ+ଜନ୍ ଧାତୁ=ଜାତ ହେବା +କର୍ତ୍ତୃ. ଅ)—ପଦ୍ମ —୧. Lotus.

କମଜପାଦେ ଲେଖୁଥିବା ପତ୍ରାବଳୀ—ଭଞ. ପ୍ରେମସୁଧାନିଧି

୨: (କମଳ=ପଦ୍ମ+ଜନ୍ ଧାତୁ+କର୍ତ୍ତୃ. ଅ)—ବ୍ରହ୍ମା — ୨. Brahmā the Creator.

୩: ରୋହିଣୀ ନକ୍ଷତ୍ର — ୩. The fourth asterism; Aldeberan.

ସଂ. ବିଣ —

କମଳରୁ ଉତ୍ପନ୍ନ (ପଦ୍ମଜାତ ମଧୁ ପ୍ରଭୃତି) — Produced from lotus.