କମଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳା
ଉଚ୍ଚାରଣ: Kamaḻā

ସଂ. ବି. ସ୍ତ୍ରୀ. (କମଳ+ଅଛି ଅର୍ଥରେ. ଅ+ସ୍ତ୍ରୀ. ଆ) —

୧: ଲକ୍ଷ୍ମୀ —୧. Lakshmī the Goddess of Fortune.

କମଳ ବରନ ବହି କମଳା ହୋଇଲେ—ମହାଦେବ. ମାର୍କଣ୍ଡେୟପୁରାଣ

୨: ବରସ୍ତ୍ରୀ —୨. A beautiful and slender woman, classed as excellent in erotic science.

୩: (ନାମ) ପ୍ରହ୍ଲାଦଙ୍କ ଜନନୀ — ୩. The mother of Prahlāda.

୪: (ନାମ) ନଦୀବିଶେଷ —୪. Name of a river.

[ ଦ୍ର—ଏ ନଦୀ ତ୍ରିହୁତ ଜିଲ୍ଲାରେ ଦରଭଙ୍ଗ ସହର ଏହି ନଦୀ ଉପରେ]

୫: କମଳାଲେମ୍ବୁ —୫. Orange; sweet orange; Citrus Aurantium.

[ ଦ୍ର—ପାଚିଲା କମଳାଲେମ୍ବୁ ସୁଗନ୍ଧ, ମଧୁରାମ୍ଳ, ଗୁରୁପାକ, ଉଷ୍ଣ— ବୀର୍ୟ୍ୟ, ରୁଚିକାରକ ଓ ବଳବର୍ଦ୍ଧକ; ଏହା ଆମ, ଶୂଳ, ବାୟୁ ଓ କୃମିରୋଗ ନିବାରକ]

ସଂ. ବି. ସ୍ତ୍ରୀ —

ସ୍ତ୍ରୀଲୋକଙ୍କ ନାମ — A name given to famales.