କମାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଇ
ଉଚ୍ଚାରଣ: Kamāi
কামাই घढती

ବୈଦେ. ବି. (ଆ) —

୧: କମିଯିବା —୧. Lessening.

୨: କାର୍ୟ୍ୟରୁ ଗର୍ହାଜିରୀ ବା ଅନୁପସ୍ଥିତି — ୨. Absence from duty or work.

ଦେ. ବି. (ସଂ. କର୍ମ) —

ରୋଜଗାର; ଅର୍ଜନ — Earning.

ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ମ) —

କୃଷିକର୍ମ — Agriculture.