କମାଣିଧମାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଣିଧମାଣି
ଉଚ୍ଚାରଣ: Kamāṇidhamāṇi

ପ୍ରାଦେ. (ସମ୍ବଲପୁର) ବି.—(ସହଚର ଶବ୍ଦ; ତୁଳ.ହି. କମାନୀଧମାନୀ) —

୧: କୃଷିକାର୍ୟ୍ୟରେ କରାଯିବା ବହୁ ପରିଶ୍ରମ —୧. Much labour devoted to agriculture.

୨: ଧନ ଅର୍ଜନାର୍ଥ କରାଯିବା ନାନାଦି ଉଦ୍ୟମ — ୨. Various efforts to earn money.