କମାତୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାତୁର
ଉଚ୍ଚାରଣ: Kāmātura
(କାମାତୁରା—ସ୍ତ୍ରୀ)

ସଂ. ବିଣ.ପୁଂ. (ତୃତୀୟା ତତ୍; କାମ+ଆତୁର) —

ଅତିଶୟ କାମ ଚେଷ୍ଟାଦ୍ବାରା ବ୍ୟାକୁଳ; ସଙ୍ଗମ ଇଚ୍ଛା ଯୋଗୁଁ ଉଦ୍ଦିଗ୍ନ —Love-sick; intoxicated by carnal desire; amorous; lustful.