କମାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାନ୍
ଉଚ୍ଚାରଣ: Kamān
कमान

ବୈଦେ. ବି. (ଇଂ.କମ୍ମାଣ୍ଡୁ=ହୁକୁମ; ଆଦେଶ) —

୧: ଉପରିସ୍ଥ କର୍ମଚାରୀଙ୍କ ଆଦେଶ ଅନୁସାରେ ପୁଲିସ ସିପାହୀଙ୍କର ରାଜକାର୍ୟ୍ୟ ଉପଲକ୍ଷରେ ସ୍ଥାନାନ୍ତରକୁ ଗମନ —୧. Engagement of Police- force on day abroad under the order of a higher officer.

୨: ରାଜକର୍ମଚାରୀଙ୍କ କର୍ତ୍ତବ୍ୟ କର୍ମ — ୨. Duty of a public servant.

ପ୍ରାଦେ. (ଗଞ୍ଜାମ) ବି —

ସରକାରୀ କର୍ମ ଉପଲକ୍ଷରେ କର୍ମଚାରୀଙ୍କ ଗସ୍ତ —Official tour.