କମାଳିକରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଳିକରଣ
ଉଚ୍ଚାରଣ: Kamāḻikaraṇa

ପ୍ରାଦେ. (ଗଞ୍ଜାମ ଓ ବିଶାଖାପାଟଣା) ବି —

ବହୁକାଳରୁ ଗଞ୍ଜାମ ଓ ବିଶାଖାପାଟଣାର ସ୍ଥାୟୀ ଅଧିବାସୀ ଓଡ଼ିଆ କରଣ ଜାତି (ଏମାନେ ମାତୃଭାଷା ଭୁଲି ଗଲେଣି ଓ ଅନେକ ତୈଲଙ୍ଗୀୟ ରାତିନୀତି ଓ ସାମାଜିକ ପ୍ରଥା ଅବଲମ୍ବନ କଲେଣି) —A caste of long domiciled Oriya Karans in Ganjam and Vazagapatam districts.