କମାଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଶି
ଉଚ୍ଚାରଣ: Kamāṣi

ପ୍ରାଦେ. (ଗଡ଼ଜାତ) ବି. (ସଂ. କର୍ମ) —

୧: ଚାଷ କରିବା; କୃଷିକର୍ମ — ୧. Cultivation; agriculture.

୨: ଚାଷୀ; କୃଷକ —୨. Cultivator.