କମେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମେଇ
ଉଚ୍ଚାରଣ: Kamei

ଦେ. ବି —

କମାଇ (ଦେଖ) Kamāi (See)

ପ୍ରାଦେ. (ବାଲେଶ୍ବର) ବିଂ. (ତୁଳ. ବଂ. କମାଇ) —

୧: କାର୍ୟ୍ୟରୁ ଅବସରଗ୍ରହଣ; ଛୁଟି; ଅବକାଶ — ୧. Leave from work.

୨: କାର୍ୟ୍ୟରୁ ଅନୁପସ୍ଥିତି; ଗର୍ହାଜିରୀ — ୨. Absence from work or duty.