କମେଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମେଡ଼ି
ଉଚ୍ଚାରଣ: Kameḍi

(ଟ୍ରାଜେଡ଼ି—ବିପରୀତ)

কমেডি कमीडि

ବୈଦେ. ବି. (ଇଂ. କମେଡୀ) —

ପରିଣାମରେ ପ୍ରୀତିପ୍ରଦ ନାଟକ; ମିଳନାନ୍ତକ ନାଟକ —Comedy.

[ଦ୍ର—କମେଡ଼ିରେ ହାସ୍ୟରସ ପ୍ରଧାନ ରସ ଓ ଏଥିରେ ବିଛେଦ; ମୃତୃ, ଦୁଃଖ ଆଦିର ବର୍ଣ୍ଣନ ନ ଥାଏ]