କମ୍ପଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପଟ୍
ଉଚ୍ଚାରଣ: Kamphaṭa
কম্ফটর कम्फट

ବୈଦେ . ବି. (ଇଂ. କମ୍ଫର୍ଟର୍) —

ପଶମର ମସ୍ତକ ବା ଗଳାବେଷ୍ଟନୀ —A comforter; a knit woolen tippet, long and narrow, for tying round the head or neck.