କମ୍ପନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପନ
ଉଚ୍ଚାରଣ: Kampanana

ସଂ. ବି. (କମ୍ପ୍ ଧାତୁ+ଭାବ. ଅନ) —

କମ୍ପ; ହଲିବା; ଥରା; ଇତସ୍ତତଃ ସଞ୍ଚାଳନ —Shivering; trembling; tremor; quake; agitation.

ସଂ. ବିଣ.

୧: (+କତ୍ତୃ. ଅନ) କମ୍ପଯୁକ୍ତ — ୧. Shivering; trembling.

୨: (କମ୍ପ ଧାତୁ. ଣିଜନ୍ତ କମ୍ପିଧାତୁ+କର୍ତ୍ତୃ. ଅନ) — କମ୍ପଉତ୍ପାଦକ —୨. Producing shivering.