କମ୍ପନୀୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପନୀୟ
ଉଚ୍ଚାରଣ: Kampanīya

ସଂ. ବିଣ. (କମ୍ପ ଧାତୁ+କର୍ମ. ଅନୀୟ) —

କମ୍ପିତ ହେବାର ଯୋଗ୍ୟ —Capable of being shaken.