କମ୍ପମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପମାନ
ଉଚ୍ଚାରଣ: Kampamāna
(କମ୍ପମାନା—ସ୍ତ୍ରୀ)

ସଂ. ବିଣ. [କମ୍ପ୍ ଧାତୁ+କର୍ତ୍ତୃ. ଆନ (ଶାନଚ୍)] —

୧: କମ୍ପୁଥିବା; ଥରୁଥିବା — ୧. Trembling; quaking; shivering; vibrating.

୨: ଇତସ୍ତତଃ ସଞ୍ଚାଳିତ — ୨. Waving; moving to and fro.

୩: ରାଗରେ ବା ଭୟରେ କମ୍ପିତ — ୩. Trembling with anger or fear,

ଏପରି କହନ୍ତେ ସେ ନିଷ୍ଠୁର ବଚନ; ଭୟରେ ସେ ୟୁବତୀ ହୋଇ କମ୍ପମାନ— କୃଷ୍ଣସିଂହ. ମହାଭାରତ. ଆଦି