କମ୍ପାଉଣ୍ଡ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପାଉଣ୍ଡ୍
ଉଚ୍ଚାରଣ: Kampāuṇḍ
কপ্পাউন্ড कम्पाउण्ड

ବୈଦେ. (ଇଂ) ବି —

୧: ହତା; ଅଗଣା; ଗେରଦ୍ — ୧. Compound.

୨: (ବିଜ୍ଞାନ ଓ ରସାୟନ)—ବହୁଦ୍ରବ୍ୟର ମିଶ୍ରଣଜନିତ ଦ୍ରବ୍ୟ —୨. (physics and chemistry) Compound.