କମ୍ପାସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପାସ୍
ଉଚ୍ଚାରଣ: Kampās

ବୈଦେ. ବି. (ଇଂ. କମ୍ପାସ୍ସ) —

ନକସା ମାପ କରିବାର ଦ୍ବିବାହୁ— ବିଶିଷ୍ଟ ତୀକ୍ଷ୍ଗାଗ୍ର ଯନ୍ତ୍ର —A pair of compasses.

কপ্পাস कंपास्

ବୈଦେ. (ଇଂ) ବି —

ଜାହାଜିଆଙ୍କ ଦିଗ୍ନିର୍ଣ୍ଣୟ ଯନ୍ତ୍ର — Mariner's compass.