କମ୍ବଳ
ଦେଖଣା
କମ୍ବଳ —
ଉଚ୍ଚାରଣ: Kmbaḻa
ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+କର୍ମ. କଳ; କ ସ୍ଥାନରେ ବ) —
୧: ମେଷାଦିଲୋମନିର୍ମିତ ବସ୍ତ୍ରବିଶେଷ — ୧. Blanket; a rug.
୨: (+କର୍ତ୍ତୃ. କଳ)—ନାଗ ବିଶେଷ — ୨. Name of a class of Hindu mythological serpents.
୩: ଉତ୍ତରୀୟ —୩. A sheet.
୪: ଉର୍ଣ୍ଣାବସ୍ତ୍ର; ପ୍ରାବାର; ଶୀତବସ୍ତ୍ର — ୪. Woolen wrapper.
୫: କୃମି —୫. Worm.
୬: ଗୋରୁଙ୍କ ଗଳକମ୍ବଳ; ଗୋରୁଙ୍କ ଗଳା ତଳେ ଓହୋଳି ଥିବା ଚର୍ମ —୬. The dewlap of cattle.
୭: ମୃଗବିଶେଷ —୭. A class of deer.
୮: ଜଳ —୮. Water.