କମ୍ବଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ବଳ
ଉଚ୍ଚାରଣ: Kmbaḻa

ସଂ. ବି. (କମ୍ ଧାତୁ=ଇଚ୍ଛା କରିବା+କର୍ମ. କଳ; କ ସ୍ଥାନରେ ବ) —

୧: ମେଷାଦିଲୋମନିର୍ମିତ ବସ୍ତ୍ରବିଶେଷ — ୧. Blanket; a rug.

୨: (+କର୍ତ୍ତୃ. କଳ)—ନାଗ ବିଶେଷ — ୨. Name of a class of Hindu mythological serpents.

୩: ଉତ୍ତରୀୟ —୩. A sheet.

୪: ଉର୍ଣ୍ଣାବସ୍ତ୍ର; ପ୍ରାବାର; ଶୀତବସ୍ତ୍ର — ୪. Woolen wrapper.

୫: କୃମି —୫. Worm.

୬: ଗୋରୁଙ୍କ ଗଳକମ୍ବଳ; ଗୋରୁଙ୍କ ଗଳା ତଳେ ଓହୋଳି ଥିବା ଚର୍ମ —୬. The dewlap of cattle.

୭: ମୃଗବିଶେଷ —୭. A class of deer.

୮: ଜଳ —୮. Water.