କରଗତ
ଦେଖଣା
କରଗତ —
ଉଚ୍ଚାରଣ: Karagata
(କରଗତା—ସ୍ତ୍ରୀ)
ସଂ. ବିଣ. (୨: ୟା ତତ୍; କର+ଗତ) —
୧: ହସ୍ତଗତ; ହାତକୁ ଆସିଥିବା — ୧. Come to the hand.
୨: ପ୍ରାୟ —୨. Received; obtained; attained.
୩: ଅକ୍ତିଆରକୁ ଅଣା ଯାଇଥିବା; ଆୟତ୍ତ; ବଶୀଭୁତ — ୩. Brought under control; suborned.
୪: ପରାଜିତ —୪. Subdued.