କରଗତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଗତ
ଉଚ୍ଚାରଣ: Karagata
(କରଗତା—ସ୍ତ୍ରୀ)

ସଂ. ବିଣ. (୨: ୟା ତତ୍; କର+ଗତ) —

୧: ହସ୍ତଗତ; ହାତକୁ ଆସିଥିବା — ୧. Come to the hand.

୨: ପ୍ରାୟ —୨. Received; obtained; attained.

୩: ଅକ୍ତିଆରକୁ ଅଣା ଯାଇଥିବା; ଆୟତ୍ତ; ବଶୀଭୁତ — ୩. Brought under control; suborned.

୪: ପରାଜିତ —୪. Subdued.