କରଗ୍ରାହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଗ୍ରାହ
ଉଚ୍ଚାରଣ: Karagrāha

ସଂ. ବିଣ. ପୁଂ. (କର+ଗ୍ରହ୍ ଧାତୁ+କର୍ତ୍ତୃ. ଅ) —

ଯେ କର ଗ୍ରହଣ କରେ —

Collecting revenue.

ସଂ. ବି —

୧: (ପାଣିଗ୍ରହଣକାରୀ)—ଭର୍ତ୍ତା; ପତି; ସ୍ବାମୀ — ୧. Husband (who receives the hand of the bride in marriage.)

୨: ରାଜସ୍ବ ଆଦାୟ କରିବା ବ୍ୟକ୍ତି — ୨. Collector of revenue; tax-collector.