କରଛି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଛି
ଉଚ୍ଚାରଣ: Karachhi

ପ୍ରାଦେ (ବାଲେଶ୍ବର) ବି (ସଂ. କର୍ଷ) —

କରଷି; କରିଷି; ସେରର ୧/୮: ଓଜନ; ଏକତୋଳା —A standard of weight; one tola.