କରଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜ
ଉଚ୍ଚାରଣ: Karaja

ସଂ. ବି —

୧: (କର+ଜନ ଧାତୁ=ଜନ୍ମିବା+କର୍ତ୍ତୃ. ଅ)— ନଖ —୧. Finger-nail.

କାତି ସମ କରଜେ ଜନୁ ହୋଇଛି କରତି କରତି । - ମୋହନ ହେଲାତ ତୁମ୍ଭର ଅପକୀରତି, କାହ୍ନୁଚରଣ

୨: (କ=ଜଳ+ରଞ୍ଜି ଧାତୁ+କର୍ତ୍ତୃ. ଅ; ଏହା ପାଣି ପାଖେ ଉଠିବାରୁ)—୨: କରଞ୍ଜଗଛ — ୨. A tree; Pongamia Indica.

୩: ବ୍ୟାଘ୍ରନଖ ନାମକ ସୁଗନ୍ଧ ଦ୍ରବ୍ୟ — ୩. A scented herb.

ବିଣ —

୧: ହସ୍ତଜାତ —୧. Born of the hand.

୨: ବିରଣଜାତ —୨. Born of the rays.

ବଳକର ରାମ ଲକ୍ଷ୍ମଣ କରଜ ପ୍ରଭା ଅସଲ ପ୍ରକଟି—ଭଞ. ବୈଦେହୀଶବିଳାସ

কর্জ कज

ବୈଦେ. ବି (ଆ. କର୍ଜ) —

ଋଣ —Loan; debt.