କରଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଡ଼ି
ଉଚ୍ଚାରଣ: Karaṟḍ̠i
वाँसकानयाकल्ला

ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) —

୧: ବାଉଁଶଗଜା; ବଂଶାଙ୍କୁର — ୧. Tender shoots of bamboo.

୨: ଜଠରାଗ୍ନି —୨. The fire supposed to exist in the human stomach which digests the food.

(ଯଥା—ମୋ କରଡ଼ି ଜଳିଲାଣି)

୩: ବିରୀ; କୋଳଥ ଆଦି ଶସ୍ୟର ଛୁଇଁରୁ ଶସକାଢ଼ି ନେଲାରୁ ଯେଉଁ ଚୋପା ଆଦି ରହେ —୩. The empty pods of cereals after the grains the grains are extracted from them.

୪: ଆମ୍ବଗଛରୁ ମନକୁ ଝଡ଼ିବା ଗଛପାଚିଲା ଆମ୍ବ — ୪. Fully ripe mango fruits falling down to the ground of their own accord.

(ଯଥା—ଆମ ବାଡ଼ିଆଡ଼ ଆମ୍ବ ଗଛରୁ କରଡ଼ି ତ ଖସି ନାହିଁ, ବର୍ତ୍ତମାନ ଆମ୍ବ ପରେଇବା କିଆଁ?)

ପ୍ରାଦେ. (ସମ୍ବଲପୁର) ବି —

ବାଉଁଶ ଗଜାରୁ ପ୍ରସ୍ତୁତ ଖାଦ୍ୟ ବା ତିଅଣ —A sort of food or curry prepared from tender shoots of bamboo.