କରଡ଼ି
ଦେଖଣା
କରଡ଼ି —
ଉଚ୍ଚାରଣ: Karaṟḍ̠i
वाँसकानयाकल्ला
ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) —
୧: ବାଉଁଶଗଜା; ବଂଶାଙ୍କୁର — ୧. Tender shoots of bamboo.
୨: ଜଠରାଗ୍ନି —୨. The fire supposed to exist in the human stomach which digests the food.
(ଯଥା—ମୋ କରଡ଼ି ଜଳିଲାଣି)
୩: ବିରୀ; କୋଳଥ ଆଦି ଶସ୍ୟର ଛୁଇଁରୁ ଶସକାଢ଼ି ନେଲାରୁ ଯେଉଁ ଚୋପା ଆଦି ରହେ —୩. The empty pods of cereals after the grains the grains are extracted from them.
୪: ଆମ୍ବଗଛରୁ ମନକୁ ଝଡ଼ିବା ଗଛପାଚିଲା ଆମ୍ବ — ୪. Fully ripe mango fruits falling down to the ground of their own accord.
(ଯଥା—ଆମ ବାଡ଼ିଆଡ଼ ଆମ୍ବ ଗଛରୁ କରଡ଼ି ତ ଖସି ନାହିଁ, ବର୍ତ୍ତମାନ ଆମ୍ବ ପରେଇବା କିଆଁ?)
ପ୍ରାଦେ. (ସମ୍ବଲପୁର) ବି —
ବାଉଁଶ ଗଜାରୁ ପ୍ରସ୍ତୁତ ଖାଦ୍ୟ ବା ତିଅଣ —A sort of food or curry prepared from tender shoots of bamboo.