Jump to content

କରଣି ଅକ୍ଷର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଣି ଅକ୍ଷର
ଉଚ୍ଚାରଣ: Karaṇi akshara

ଦେ. ବି —

ତାଳପତ୍ରରେ ଲେଖନ ଦ୍ବାରା ଲେଖିବା ପରିଶ୍ରମକୁ ଲାଘବ କରିବା ନିମନ୍ତେ ବ୍ୟବହୃତ କେତେକ ଛଟା ଅକ୍ଷର ଓ ସାଙ୍କେତିକ ଚିହ୍ନ —A running in script in oriya and abbreviations used by the Karaṇas to save trouble in writting.

[ଦ୍ର—କରଣି ଅକ୍ଷରମାନ 'ଛଟା ଅକ୍ଷର' ତଳେ ଦେଖାଇ ଦିଆ ଯାଇଅଛି ]