କରଣୀୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଣୀୟ
ଉଚ୍ଚାରଣ: Karaṇīya

ସଂ. ବିଣ. (କୃ ଧାତୁ+କର୍ମ ଅନୀୟ) —

୧: କରିବାର ଯୋଗ୍ୟ; କର୍ତ୍ତବ୍ୟ —୧. Fit to be done; practicable; necessary.

୨: ୟାହା କରାଯିବା ଉଚିତ — ୨. Proper to be done.