କରତଳଗତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତଳଗତ
ଉଚ୍ଚାରଣ: Karataḻagata

ସଂ. ବିଣ. (୬: ଷ୍ଠୀ ତତ୍; ୨: ୟା ତତ୍; କର+ତଳ+ଗତ) —

୧: କରଗତ; ହାତକୁ ଆସିଥିବା; ହାତରେ ସ୍ଥାପିତ — ୧. Placed in one's hand.

୨: ଦଖଲରେ ବା ଅଧିକାରରେ ଥିବା — ୨. In one's possession.

୩: ଆପଣାର ଆୟତ୍ତ; ଅଧୀନ — ୩. Under one's control.