Jump to content

କରତିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରତିବା
ଉଚ୍ଚାରଣ: Karatibā
করতা आरेसे चोरना

ଦେ. କ୍ରି. (ସଂ. କୃତ୍ ଧାତୁ) —

୧: କରତ ଦ୍ବାରା କାଟିବା — ୧. To saw.

୨: କରତ ଭଳି କାଟି ପକାଇବା — ୨. To lacerate as by a saw.

୩: (ଲକ୍ଷଣାର୍ଥ) କରତରେ କାଟିଲା ପରି ଅତ୍ୟନ୍ତ କଷ୍ଟ ଦେବା —୩. (figurative) To cause great suffering.

ମର୍ମ କରତୁଛି ଦଇବ—ମଧୂମୂଦନ. ଉତ୍ତରରାମଚରିତ