କରପକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରପକ୍ଷ
ଉଚ୍ଚାରଣ: Karapaksha

ସଂ. ବିଣ. (ବହୁବ୍ରୀହି; କର ଅଟେ ପକ୍ଷ ୟାହାର) —

ଯେଉଁ ଜୀବର ହାତ ପକ୍ଷ ସ୍ବରପ ବ୍ୟବହୃତ ହୁଏ (ଯଥା—ବାଦୁଡ଼ି; ଚେମିଣି) — Hand-winged; Cheiropterous (animals)

ସଂ. ବି —

୧: ବାଦୁଡ଼ି —୧. Bat; the Cheiroptera.

୨: ଚେମିଣି ଚଢ଼େଇ —୨. The house-bat.