କରପକ୍ଷ
ଦେଖଣା
କରପକ୍ଷ —
ଉଚ୍ଚାରଣ: Karapaksha
ସଂ. ବିଣ. (ବହୁବ୍ରୀହି; କର ଅଟେ ପକ୍ଷ ୟାହାର) —
ଯେଉଁ ଜୀବର ହାତ ପକ୍ଷ ସ୍ବରପ ବ୍ୟବହୃତ ହୁଏ (ଯଥା—ବାଦୁଡ଼ି; ଚେମିଣି) — Hand-winged; Cheiropterous (animals)
ସଂ. ବି —
୧: ବାଦୁଡ଼ି —୧. Bat; the Cheiroptera.
୨: ଚେମିଣି ଚଢ଼େଇ —୨. The house-bat.