କରପ୍ରଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରପ୍ରଦ
ଉଚ୍ଚାରଣ: Karaprada
(କରପ୍ରଦା—ସ୍ତ୍ରୀ)

ସଂ. ବିଣ. ପୁଂ. (କର+ପ୍ର+ଦା ଧାତୁ+କର୍ତ୍ତୃ. ଅ) —

କରଦାନକାରୀ —Paying tribute or revenue or tax; rent-;paying.