କରବାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରବାଡ଼
ଉଚ୍ଚାରଣ: Karabāṟḍ̠a

ଦେ. ବି (ସଂ. କର୍ବଟ) —

ବଡ଼ ଗ୍ରାମ ନିକଟସ୍ଥ କ୍ଷୁଦ୍ର ଗ୍ରାମ; ପଡ଼ା —Small village attached to or contiguous to a larger village.

[ ଦ୍ର—ରାଜାଙ୍କ ପ୍ରତିଷ୍ଠିତ ଗ୍ରାମକୁ ଶାସନ ଓ ଅନ୍ୟମାନେ (ଯଥା, ରାଣୀ, ମନ୍ତ୍ରୀ ପ୍ରଭୃତି) ବସାଇଥିବା ଗ୍ରାମକୁ ପୁରୀ ଜିଲ୍ଲାରେ କରବାଡ଼ କହନ୍ତି କରବାଡ଼ର ପ୍ରତିଷ୍ଠା ଶାସନରୁ ଊଣା]

ଗ୍ରା. (ଇତର ବ୍ୟବହୃତ) ବି. —

୧: ଏକପାର୍ଶ୍ବରେ ଅବସ୍ଥିତି — ୧. Position of being situate onb one side.

୨: (ସଂ. କରବାଳ)—ଖଡ୍ଗ —୨. Sword.

ମାତଳିଙ୍କ ନେତ୍ରକୁ ନ ଦିଶିଲା କିଛି. ଭୟରେ କରବାଡ଼ ଦେଲେ ସେ ମୁରୁଛି— କୃଷ୍ଣସିଂହ. ମହାଭାରତ, ବନ