କରଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଭ
ଉଚ୍ଚାରଣ: Karabha

ସଂ. ବି. ପୁଂ —

୧: (କୃ ଧାତୁ+ସଂଜ୍ଞାର୍ଥେ ଅଭ, କିମ୍ବା କର+ ଭା ଧାତୁ+ କର୍ତ୍ତୃ. ଅ;)—ମଣିବନ୍ଧଠାରୁ କନିଷ୍ଠାଙ୍ଗୁଳି ମୂଳ ପର୍ଯ୍ୟନ୍ତ ହସ୍ତର ବହିର୍ଭାଗ —୧. The part of the hand between the wrist and the end of the little finger; metacarpus.

୨: (କୃ ଧାତୁ ବିସ୍ତୀର୍ଣ୍ଣ ହେବା+କର୍ମ. ଅଭ)—ଶିଶୁହସ୍ତୀ; ହାତୀଛୁଆ —୨. The young of an elephant.

୩: ଉଷ୍ଟ୍ରଶାବକ —୩. The young of a camel.

୪: ଉଷ୍ଟ୍ର —୪. Camel.

୫: ଅଶ୍ବତର —୫. Mule.

୬: ହାତୀଶୁଣ୍ଡ —୬. The trunk of an elephant. (M.W.)