କରଭ
ଦେଖଣା
କରଭ —
ଉଚ୍ଚାରଣ: Karabha
ସଂ. ବି. ପୁଂ —
୧: (କୃ ଧାତୁ+ସଂଜ୍ଞାର୍ଥେ ଅଭ, କିମ୍ବା କର+ ଭା ଧାତୁ+ କର୍ତ୍ତୃ. ଅ;)—ମଣିବନ୍ଧଠାରୁ କନିଷ୍ଠାଙ୍ଗୁଳି ମୂଳ ପର୍ଯ୍ୟନ୍ତ ହସ୍ତର ବହିର୍ଭାଗ —୧. The part of the hand between the wrist and the end of the little finger; metacarpus.
୨: (କୃ ଧାତୁ ବିସ୍ତୀର୍ଣ୍ଣ ହେବା+କର୍ମ. ଅଭ)—ଶିଶୁହସ୍ତୀ; ହାତୀଛୁଆ —୨. The young of an elephant.
୩: ଉଷ୍ଟ୍ରଶାବକ —୩. The young of a camel.
୪: ଉଷ୍ଟ୍ର —୪. Camel.
୫: ଅଶ୍ବତର —୫. Mule.
୬: ହାତୀଶୁଣ୍ଡ —୬. The trunk of an elephant. (M.W.)