କରଭୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଭୀ
ଉଚ୍ଚାରଣ: Karabhī

ସଂ. ବି. ସ୍ତ୍ରୀ (କରଭ+ସ୍ତ୍ରୀ. ଈ) —

୧: ମାଈ ହାତୀଛୁଆ — ୧. The female young of an elephant.

୨: ମାଈ ଓଟଛୁଆ —୨. Young female camel.

୩: ମାଈ ଓଟ —୩. A she-camel.

ସଂ. ବି. ପୁଂ (କରଭ=ଶୁଣ୍ଡ+ଅଛି ଅର୍ଥରେ ଇନ୍; ୧: ମା୧: ବ) —

ହସ୍ତୀ —Elephant.