କରଭୋରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଭୋରୁ
ଉଚ୍ଚାରଣ: Karabhoru

ସଂ. ବିଣ. ସ୍ତ୍ରୀ—(ଉପମିତ ବହୁବ୍ରୀହି; କରଭ+ଊରୁ) —

ହାତୀଛୁଆର ଶୁଣ୍ଡ ଭଳି ଊଭୁବିଶିଷ୍ଟ (ସ୍ତ୍ରୀ) — (women) with well devloped and comely things like the trunk of a young elephant.

ମୋତେ ତୁଚ୍ଛା କର କରଭେରୁ ମୁଁ ଜଗର ଖରଟିପୁଁ ଡେକି ଲାଜେ ଜରଜର ହେ ଭଞ୍ଜ. ପ୍ରେମସୁଧାନିଧି