କରଭୋରୁ
ଦେଖଣା
କରଭୋରୁ —
ଉଚ୍ଚାରଣ: Karabhoru
ସଂ. ବିଣ. ସ୍ତ୍ରୀ—(ଉପମିତ ବହୁବ୍ରୀହି; କରଭ+ଊରୁ) —
ହାତୀଛୁଆର ଶୁଣ୍ଡ ଭଳି ଊଭୁବିଶିଷ୍ଟ (ସ୍ତ୍ରୀ) — (women) with well devloped and comely things like the trunk of a young elephant.
ମୋତେ ତୁଚ୍ଛା କର କରଭେରୁ ମୁଁ ଜଗର ଖରଟିପୁଁ ଡେକି ଲାଜେ ଜରଜର ହେ ଭଞ୍ଜ. ପ୍ରେମସୁଧାନିଧି