କରମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମା
ଉଚ୍ଚାରଣ: Karamā

ପ୍ରାଦେ. (ସମ୍ବଲପୁର) ବି. —

ଅନାର୍ୟ୍ୟମାନଙ୍କ ମଧ୍ୟରେ ପ୍ରଚଳିତ ନାଟ ଓ ୟାତ୍ରାବିଶେଷ —A dancing festival amongst non-Aryans.

ଦେ. ବି —

କଡ଼ମା (୩: ) (ଦେଖ) —Kaṟḍ̠amā (୩) (See)