କରାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଇ
ଉଚ୍ଚାରଣ: Karāi
কড়াই कड़ाहि

ଦେ. ବି. (ସଂ. କଟାହ; ପ୍ରା. କଡ଼ାହ) —

ଧାତୁନିର୍ମିତ ପାକପାତ୍ର; କରେଇ — Frying pan

ପ୍ରାଦେ. (ବାଲେଶ୍ବର) ବି —

କୋଡ଼ମେଇ (ଦେଖ) Koṟḍ̠amei (See)