କରାଣ୍ଡି ଆଳୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଣ୍ଡି ଆଳୁ
ଉଚ୍ଚାରଣ: Karāṇḍi āḻu

ପ୍ରାଦେ. (ଗଡ଼ଜାତ) ବି —

କଙ୍କରମୟ ଜଙ୍ଗଲ ପ୍ରଦେଶରେ ହେବା ଖାଦ୍ୟମୂଳବିଶେଷ — Dioscora Belophylla.