କରାରୀ ଆସାମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାରୀ ଆସାମୀ
ଉଚ୍ଚାରଣ: Karārī āsāmī
করারী অসামি करारी आसामी

ବୈଦେ. (କଚିରିଆ) ବି. (ଆ. କରାରୀ +ଆସାମୀ) —

ଅଦାଲତରେ ଦାବୀ ବା ଅପରାଧ ସ୍ବୀକାର କରିବା ବ୍ୟକ୍ତି —A confessing accused or defendant.