କରାର୍ମିଆଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାର୍ମିଆଦ୍
ଉଚ୍ଚାରଣ: Karārmiād
করারমেয়াদ करारमियाद

ବୈଦେ. ବି. (କଚିରିଆ) (ଆ. କରାର୍+ ମିୟାଦ୍) —

୧: ଋଣ ଟଙ୍କା ପରିଶୋଧ କରିବା ନିମନ୍ତେ ଦେଣ୍ଦାର ତମସୁକରେ ଯେଉଁ ସମୟ ଧାର୍ୟ୍ୟ କରି ଲେଖି ଦେଇ ଥାଏ —୧. The time-limit fixed in a bond by which the debtor promises to pay off the debt.

୨: ଚୁକ୍ତିର ସର୍ତ୍ତରେ ନିର୍ଦ୍ଦିଷ୍ଟ ସମୟରେ ସୀମା — ୨. The time-limit for the performance of a contract.