କରାଲି
ଦେଖଣା
କରାଲି —
ଉଚ୍ଚାରଣ: Karāli
ପ୍ରାଦେ. (ସମ୍ବଲପୁର) ବି —
ଅମଳ ସମୟରେ ଧାନକୁ କୁଟା ବା ନଡ଼ାରୁ ଝାଡ଼ିବା କର୍ମ —The operation of separating the paddy grain from the straw during the treading of the sheaves.