କରାଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଲି
ଉଚ୍ଚାରଣ: Karāli

ପ୍ରାଦେ. (ସମ୍ବଲପୁର) ବି —

ଅମଳ ସମୟରେ ଧାନକୁ କୁଟା ବା ନଡ଼ାରୁ ଝାଡ଼ିବା କର୍ମ —The operation of separating the paddy grain from the straw during the treading of the sheaves.