କରାଳବଦନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଳବଦନ
ଉଚ୍ଚାରଣ: Karāḻabadana
(କରାଳାବଦନା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କରାଳ+ବଦନ;)

ଭୟାନକ ମୁଖବିଶିଷ୍ଟ —Hideous; terrific; frightful.