କରାଳବଦନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରାଳବଦନା
ଉଚ୍ଚାରଣ: Karāḻabadanā

ସଂ. ବିଣ. ସ୍ତ୍ରୀ —

କରାଳବଦନର ସ୍ତ୍ରୀଲିଙ୍ଗ — Feminine of karāḻabadana.

ସଂ. ବି. ସ୍ତ୍ରୀ —

ଦୁର୍ଗା; କାଳୀ — Name of the Goddess Kāḻī