କରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିଆ
ଉଚ୍ଚାରଣ: Kariā

ଦେ. ବି —

୧: ଛୋଟ ଗାମୁଛା —୧. Small napkin.

୨: ଅତି ଛୋଟ ଲୁଗା; ଛୋଟ ଖଦି; କମ୍ ଓସାର ଓ କମ୍ wଲମ୍ବା ଓ ଅତି ପତଳା ଲୁଗା — ୨. Very small and thin piece of cloth.

ପ୍ରାଦେ. (ସମ୍ବଲପୁର) ବି. (ସଂ. ସତ୍ୟକ୍ରିୟ—ତୁଳ. ପ୍ରା ସଚ୍ଚକିରିଆ) —

କିରିଆ; ଶପଥ —Oath.