କରିଗତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରିଗତି
ଉଚ୍ଚାରଣ: Karigati

ସଂ. ବିଣ. ପୁଂ ଓ ସ୍ତ୍ରୀ (ଉପମିତ ବହୁବ୍ରୀହି; କରିନ୍ +ଗତି) —

ହାତୀ ପରି ଧୀରେ ଧୀରେ ଚାଲୁଥିବା —Walking majestically and slowly like the elephant.

କରିଗତି ନ କରି ବସିଲୁ ଧୀରେ ଭଞ୍ଜ. ପ୍ରେମସୁଧାନିଧି