କରୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଆ
ଉଚ୍ଚାରଣ: Karuā

ଦେ. ବି. —

୧: କ୍ଷୁଦ୍ର ଥାଳିଆ; ରେକାବି — ୧. A small metal plate.

୨: ଏକ ପ୍ରକାର ଗୃହ —୨. A kind of specially contrived house; a granary.

[ଦ୍ର—ଏଥିରେ ଶସ୍ୟାଦି ସଞ୍ଚିତ ହୁଏ, ବଙ୍ଗ ଦେଶରେ 'କରୁଇ' ]

ପ୍ରାଦେ. (ସମ୍ବଲପୁର) ବି —

ଅସଭ୍ୟ ବନ୍ୟ ଜାତିବିଶେଷ — Name of a wild tribe.

ଗ୍ରା. (ଇତର) ବିଣ —

କଡ଼ପଟିଆ; ଏକ ପାଖିଆ — Leaning to a side.