କରୁଣାତ୍ମକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣାତ୍ମକ
ଉଚ୍ଚାରଣ: Karuṇātmaka

ସଂ. ବିଣ. (ବହୁବ୍ରୀହି; କରୁଣା+ ଆତ୍ମନ୍+କ) —

୧: କରୁଣ ରସ ଉଦ୍ରେକକାରୀ — ୧. Exciting pity.

୨: ସଦୟ &h;୨. Kind hearted; compassionate.