କରୁଣାନିଦାନ
ଦେଖଣା
କରୁଣାନିଦାନ —
ଉଚ୍ଚାରଣ: Karuṇanidāna
ସଂ. ବି. (୬: ଷ୍ଠୀ ତତ୍; କରୁଣା+ନିଦାନ=କାରଣ, ମୂଳ) —
୧: ଅତ୍ୟନ୍ତ ଦୟାଳୁ ବ୍ୟକ୍ତି; ଦୟାସାଗର —୧. A very compassionate persoon; a very merciful person.
୨: ପରମେଶ୍ବର —୨. A name of God.
ସଂ. ବିଣ. —
ଅତ୍ୟନ୍ତ ଦୟାଳୁ —Very merciful.