କରୁଣାନିଦାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣାନିଦାନ
ଉଚ୍ଚାରଣ: Karuṇanidāna

ସଂ. ବି. (୬: ଷ୍ଠୀ ତତ୍; କରୁଣା+ନିଦାନ=କାରଣ, ମୂଳ) —

୧: ଅତ୍ୟନ୍ତ ଦୟାଳୁ ବ୍ୟକ୍ତି; ଦୟାସାଗର —୧. A very compassionate persoon; a very merciful person.

୨: ପରମେଶ୍ବର —୨. A name of God.

ସଂ. ବିଣ. —

ଅତ୍ୟନ୍ତ ଦୟାଳୁ —Very merciful.