କରୁଣାମୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣାମୟ
ଉଚ୍ଚାରଣ: Karuṇāmaya
(କରୁଣାମୟୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କରୁଣା+ଅଛି ଅର୍ଥରେ. ମୟ) —

ଦୟାମୟ; ଦୟାପୂର୍ଣ୍ଣ — All-merciful; full of compossion.