କରେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରେଇବା
ଉଚ୍ଚାରଣ: Kareibā
করান करोना পাশফিরান करवटहोना

ଦେ. କ୍ରି (କୃ ଧାତୁର ଣିଜନ୍ତ ରୂପ 'କରାଇବା'ର କଥିତ ଆକାର; ତୁଳନାକର ଭଙ୍ଗାଇବା, ଭଙ୍ଗେଇବବା; ମରାଇବା, ମରେଇବା) —

କରାଇବା (ଦେଖ) — To cause to be done.

ଗ୍ରା. (ଇତର) କ୍ରି —

କଡ଼େଇବା; କଡ଼ବାଗରେ ଗତି କରିବା —To move sidewise; to make a sidelong; motion.